#କୋଲକାତାରେ_ଓଡ଼ିଆ_ଯବାନଙ୍କ_ଗୁଳିମାଡ
କୋଲାକତାରେ ଥିବା ଇଣ୍ଡିଆନ ମ୍ୟୁଜିମରେ ଗୁଳିମାଡ଼ । ଏଥିରେ ଅର୍ଦ୍ଧ ସାମାରିକ ବାହିନୀର ଜଣେ ଏସଆଇ ଜୀବନ ହାରିଥିବା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗୁଳିମାଡ଼ରେ ନିହତ ହୋଇଥିବା ଯବାନ ଓଡ଼ିଆ ଓ ଗୁଳି ଚଳାଇଥିବା ଯବାନ ମଧ୍ୟ ଓଡ଼ିଆ ।
#kolkata #indianmuseum #firing #Jawan #ArgusNews